ଧାନ ଫସଲରେ ବିହନ ବିଶୋଧନ ବିଷୟରେ ସୂଚନା

ଧାନ ଫସଲରେ ବିହନ ବିଶୋଧନ ବିଷୟରେ ସୂଚନା

RFIS-ADVISORIES

"ଧାନ ବୁଣିବା ବା ତଳି ପକାଇବା ଆଗରୁ ବିହନ ବିଶୋଧନ ନିହାତି ଜରୁରୀ । ବିହନ ବିଶୋଧନ କରିବା ଦ୍ଵାରା
ଫସଲ କୁ ବିହନ ଓ ମୃତ୍ତିକା ଜନିତ ରୋଗ ଦାଉରୁ ରକ୍ଷା କରାଯାଇପାରେ । ଏକ କିଲୋଗ୍ରାମ ଧାନ
ବିହନରେ ୨ ଗ୍ରାମ କାର୍ବେଣ୍ଡାଜିମ ନାମକ ଫିମ୍ପିନାଶକ କିମ୍ବା ୩ ଗ୍ରାମ କାର…

Related tracks

See all