ସବୁଜ ଗୋ-ଖାଦ୍ୟ ଫସଲ ମକା ଓ ବରଗୁଡିର ବ୍ୟବହାର ଓ ଉପକାରିତା କଣ

ସବୁଜ ଗୋ-ଖାଦ୍ୟ ଫସଲ ମକା ଓ ବରଗୁଡିର ବ୍ୟବହାର ଓ ଉପକାରିତା କଣ

RFIS-ADVISORIES

ସବୁଜ ଗୋଖାଦ୍ୟ ଫସଲ ମକା ଓ ବରଗୁଡି ବୁଣା ହେବାର ୫୦/୫୫ ଦିନ ପରେ ଗଛଗୁଡିକ ମୂଳରୁ କାଟି ୩ ଭାଗ ମକା ଘାସ ଓ ଏକ ଭାଗ ବରଗୁଡି ଘାସ ମିଶାଇ ଗାଈକୁ ୨୦-୨୫ କିଲୋଗ୍ରାମ ପ୍ରତ୍ୟେକ ଦିନ ଦେଲେ କ୍ଷୀର ଉତ୍ପାଦନ ବୃଦ୍ଧି ପାଇବା ସହ ଦାନା ଖର୍ଚ୍ଚ କମିଥାଏ ।

Related tracks

See all