ସୋରିଷ ଫସଲରେ ପତ୍ର ପୋଡା  ରୋଗ ନିୟନ୍ତ୍ରଣ

ସୋରିଷ ଫସଲରେ ପତ୍ର ପୋଡା ରୋଗ ନିୟନ୍ତ୍ରଣ

RFIS-ADVISORIES

ମେଘୁଆ ଏବଂ କୋହୋଲା ପାଗ ପାଇଁ ପତ୍ର ପୋଡା ରୋଗ ଅଧିକ ଦେଖାଯାଇଥାଏ I ସୋରିଷ ଫସଲ ଯଦି ପତ୍ର ପୋଡା ରୋଗରେ ଅଧିକ ଆକ୍ରମିତ ହୁଏ, ତେବେ ସୋରିଷ ଛୁଇଁ କଳା ହୋଇଯାଏ ଏବଂ ମଞ୍ଜି ଆକାରରେ ଛୋଟ ହୋଇଯାଏ । ଫଳ ସ୍ଵରୂପ ଚାଷୀକୁ କ୍ଷତିର ସମ୍ମୁଖୀନ ହେବାକୁ ପଡିଥାଏ । ଏହାର ପ୍ର…

Related tracks

See all