ଛେଳି ଓ ବୋଦା ମାନଙ୍କ ପାଇଁ ମିଶ୍ରିତ ଖାଦ୍ୟ ପ୍ରସ୍ତୁତି ଓ ପରିଚାଳନା କିପରି କରିବେ

ଛେଳି ଓ ବୋଦା ମାନଙ୍କ ପାଇଁ ମିଶ୍ରିତ ଖାଦ୍ୟ ପ୍ରସ୍ତୁତି ଓ ପରିଚାଳନା କିପରି କରିବେ

RFIS-ADVISORIES

ଛେଳିମାନଙ୍କୁ ଡାଳ ପତ୍ର ସହିତ ଦାନା ମଧ୍ୟ ଦେବା ଆବଶ୍ୟକ । ମିଶ୍ରିତ ଦାନା ପାଇଁ ମକା ୩୫ ଭାଗ, କୋଳଥ ବା ଡାଲି ଜାତୀୟ ଗୁଣ୍ଡ ୧୦ ଭାଗ, କୁଣ୍ଡା ବା ଚୋକଡ ୩୦ ଭାଗ, ବାଦାମ ପିଡିଆ ୧୧ ଭାଗ, ଅଳସି ବା ତୈଳବୀଜ ପିଡିଆ ୧୨ ଭାଗ, ଧାତବ ଲବଣ ୧ ଭାଗ ଓ ଲୁଣ ୧ ଭାଗ । ଏହି ମି…

Related tracks

See all