ସୋରିଷ ଫସଲରେ ପାଉଁସିଆ ରୋଗ ପରିଚାଳନା

ସୋରିଷ ଫସଲରେ ପାଉଁସିଆ ରୋଗ ପରିଚାଳନା

RFIS-ADVISORIES

ସୋରିଷ ଫସଲ ସାଧାରଣତଃ ଶୀତ ଦିନେ ଚାଷ କରାଯାଇଥାଏ । ସୋରିଷ ଫସଲରେ ପାଉଁସିଆ ରୋଗ ଦେଖାଦେଲେ ପତ୍ରର ଉପର ଭାଗରେ ଫିକା ସବୁଜ ରୁ ହଳଦିଆ ଦାଗ ଏବଂ ପତ୍ରର ତଳ ଭାଗ ପାଉଁସିଆ ଦେଖାଯାଏ । ପତ୍ର ଶୀଘ୍ର ଶୁଖି ଝଡିପଡେ । ଏହି ରୋଗର ପରିଚାଳନା ପାଇଁ ପ୍ରତି ଲିଟର ପାଣିରେ ୨ ଗ…

Related tracks

See all