ଗାଈର ଯତ୍ନ ଓ ପରିଚାଳନା

ଗାଈର ଯତ୍ନ ଓ ପରିଚାଳନା

RFIS-ADVISORIES

ଗୋଟିଏ ଦୁଧିଆଳୀ ଗାଈ ରଖିବାକୁ ହେଲେ ଏହାର ଯତ୍ନ ବିଷୟରେ ଜାଣିବାକୁ ପଡିବ । ଗାଈଟି ଯେତିକି କ୍ଷୀର ଦେଉଥିବ ସେହି ଅନୁସାରେ ତାକୁ ଖାଦ୍ୟ ଦେବାକୁ ହେବ । ପ୍ରତି ୨.୫ ଲିଟର କ୍ଷୀର ପାଇଁ ୧ କିଲୋଗ୍ରାମ ଦାନା, ଶରୀର ପାଇଁ ୧ କିଲୋଗ୍ରାମ ଦାନା, ୨୦ କିଲୋଗ୍ରାମ ଘାସ, ୨୦ …

Related tracks

See all