ଅଧୁନା କୋହଲା ପାଗ ପରିପ୍ରେକ୍ଷୀରେ ସୋରିଷ ଫସଲର ଯତ୍ନ କିପରି ନେବେ

ଅଧୁନା କୋହଲା ପାଗ ପରିପ୍ରେକ୍ଷୀରେ ସୋରିଷ ଫସଲର ଯତ୍ନ କିପରି ନେବେ

RFIS-ADVISORIES

ଅଧୁନା କୋହଲା ପାଗ ସହ ଦିବା ରାତ୍ର ଉତ୍ତାପ ତାରତମ୍ୟ ପରିପ୍ରେକ୍ଷୀରେ ସୋରିଷ ଫସଲରେ ଜୋଉ ପୋକ ଓ କାଳିମୁଣ୍ଡି ପୋକର ପାଦୁର୍ଭାବ ବୃଦ୍ଧି ହୋଇପାରେ । ଏହାର ନିୟନ୍ତ୍ରଣ ପାଇଁ ନିମ୍ବ ଜାତୀୟ କୀଟନାଶକ (୧୫୦୦ ପି. ପି. ଏମ.) କୁ ଏକର ପ୍ରତି ୬୦୦ ମିଲିଲିଟର ବା ଫ୍ଲୋନିକା…

Related tracks

See all